Lyrics
ଦୁରେ ଦୁରେ ଥାଇ ମଜା କରୁଛୁ....
ମଜା କରୁଚୁ ରେ ମଜା କରୁଛୁ ....
ପାସେ ପାସେ ଗଲେ ଲାଜେଇ ଯାଉଛୁ....
ଲାଜେଇ ଯାଉଚୁ ରେ ଲାଜେଇ ଯାଉଛୁ ..
ଦୁରେ ଦୁରେ ଥାଇ ମଜା କରୁଛୁ
ପାସେ ପାସେ ଗଲେ ଲାଜେଇ ଯାଉଛୁ
ଖୋଲିକରି ତୋର୍ ମନର୍ କେରେ
କାଇଁ ଯେ ନାଇଁ କହୁଚଛୁ...
ଏ ମୋର୍ ଟିକିଲି ମାଖି ରେ ...
ମୋତେ କାଇଁ ଭଲ୍ ପାଉଛୁ..ରସିଆ ରେ ଦିୱାନା ରେ ନାଇଁ ବୁଝୁଛୁ..
ହେଲିନ ତୋର୍ ଦିୱାନି ଭି ନାଇଁ ଜାଣୁଛୁ...
ଏ ମୋର୍ cutu ବାବୁ ଗୋ...
ହସିଦେଲେ ସୁନ୍ଦୁରା ଲାଗୁଚୁ ...
ହୋ....ହାଁ....ହୋ...ଅ......ହୋ....
ଝୁମ୍କା ହଲେଇ ଠୁମ୍କା ଲଗେଇ ଯାଇସୁ ଚାଲି
ସୁନା ଗୋରି ରେ ଧନ ମାଲି ରେ
ପାଗଲ୍ କଲା ତୋର୍ ଗୋଡ଼ର୍ ପଇଁରି
ହୋ.. ମହନି ମନ୍ତର ହେଇଛେ ଅଠର ମୋତେରେ ବାବୁ
ଜାଣିଗଲି ନ ବୁଝିଗଲି ନ କରିଦେଲୁ ମୋତେ ରେ ବେକାବୁ
ଖୋଲି କରି ତୋର୍ ମନର୍ କଥା କେରେ କାଇଁ ଯେ ନାଇଁ କହୁଛୁ
ଏ ମୋର୍ ଟିକିଲି ମାଖି ରେ..ମୋତେ କାଇଁ ଭଲ୍ ପାଉଛୁ
ଏ ମୋର୍ ସୁନ୍ଦରା ବାବୁ ରେ..ମୋତେ ତୁଇ ଭଲ୍ ଲାଗୁଛୁ
ଏ ମୋର୍ ଟିକିଲି ମାଖି ରେ.. ମୋତେ କାଇଁ ଭଲ୍ ପାଉଛୁ
ଏ ମୋର୍ ସୁନ୍ଦରା ବାବୁ ରେ.. ମୋତେ ତୁଇ ଭଲ୍ ପାଉଛୁ
Fast Facts
Total Views
0
Last Updated
Apr 30, 2026